ଇସ୍ୱର୍ ଇସ୍ରାଏଲ୍କେ ସିକାଉତାର୍
2ଏ ସଃର୍ଗ୍, ଏ ହୁର୍ତିବି ମାପୁର୍ କୟିଲା କଃବୁର୍ ସୁଣ୍ ମାପୁର୍ କଃୟ୍ଆଚେ “ମୁୟି ହିଲାମଃନ୍କେ ହସୁଲେ ଆର୍ ଅବାବ୍ ଅସୁବିଦା ବୁଜୁଲେ,ମଃତର୍ ସେମଃନ୍ ମର୍ ବିରୁଦ୍ କଃରିଆଚ୍ତି।” 3ଗରୁ ନିଜାର୍ ସାଉକାର୍କେ ଜାଣେଦ୍ ଆର୍ ଗଃଦ ନିଜାର୍ ମାଲିକାର୍ କାଦି ସଃଙ୍ଗାଉତା ଟାଣ୍କେ ଜାଣେଦ୍; ମଃତର୍ ଇସ୍ରାଏଲାର୍ ଲଃକ୍ମଃନ୍ ମକେ ଚିନୁ ନଃହାର୍ଲାୟ୍, ମର୍ ଲଃକ୍ମଃନ୍ ମକେ ଜାଣୁ ନଃହାଁରୁଲାୟ୍। 4ଇସ୍ରାଏଲାର୍ ଗସ୍ଟି ହାହ୍ କାମେ ହୁର୍ନ୍ ଅୟ୍ଆଚ୍ତି, ସେମଃନ୍ ଅଃଦ୍ର୍ମ୍ ଆର୍ ହାହାର୍ ବଜ୍ ଅୟ୍ଆଚ୍ତି। ସେମଃନ୍ କଃରାପ୍କାମ୍ କଃରୁମଃନାର୍ ବଃଉଁସ୍, ଦୁର୍ନିତିକାରି ମଃନାର୍ ହିଲା? ସେମଃନ୍ ମାପୁର୍କେ ଚାଡିଆଚ୍ତି, ସେମଃନ୍ ଇସ୍ରାଏଲାର୍ ପବିତ୍ର ମାନାୟ୍କେ ଜାଣୁ ନଃହାରି ଆଚ୍ତି, ସେମଃନ୍ ତାକେ ଗଟେକ୍ ଅଃଜାଣା ମାନାୟ୍ ହର୍ ବେବାର୍ କଃରିଆଚ୍ତି ଆର୍ ଚାଡି ଜାୟ୍ଆଚ୍ତି। 5ତୁମିମଃନ୍ ଅଃଦିକ୍ ବିରୁଦାର୍ ବେବାର୍ କଃର୍ତାର୍ ଗିନେ, କାୟିତାକ୍ ଆରେକ୍ ବେତ୍ ବାଡିର୍ ମାଡ୍ କାହାସ୍? ମୁଣ୍ଡ୍ସଃବୁ ବେମାର୍ ହଃଳିଆଚେ ଆର୍ ସଃବୁ ହୁର୍ଦ ଦୁର୍ବଳ୍ ଅୟିଆଚେ। 6ହାଦ୍ତଃଳ୍ ଟାଣୁ ମୁଣ୍ଡ୍ହଃତେକ୍ କାୟିରି ହେଁ ସୁସ୍ତ୍ ନାୟ୍; ଅଃବ୍କା ଗାଉ, ଚୁନ୍ ଆର୍ ହୁଜ୍ ବଃର୍ତି ଗାଉ; ତୁମିମଃନ୍ ସେ ସଃବୁ ଗାଉ ଆର୍ ଜଃତୁନ୍ ଅୟିନଃକେଲାସ୍, ତୁମିମଃନାର୍ ସେ ଗାଉ ନିର୍ମୁଳ୍ ଅୟ୍ନଃକେରେ କି ହାଟ୍ଳି ବାନ୍ଦି ନଃକେଲାସ୍। 7ତୁମିମଃନାର୍ ଦେସ୍ କୁଳୁପ୍ନାସ୍ ଅୟିଆଚେ। ତୁମିମଃନାର୍ ଗଃଳ୍ ସଃବୁ ଜୟେହଡି ଚାର୍ ଅୟିଆଚେ। ତୁମିମଃନାର୍ ଦେସ୍ ସଃତ୍ରୁମଃନାର୍ ଦଃୟି ଅଃଦିକାର୍ ଅୟିଆଚେ, ସଃୟିନ୍ମଃନାର୍ ଦଃୟି ଦେସ୍ କୁଳୁପ୍ନାସ୍ ଅୟ୍ଲା ହର୍ ତୁମିମଃନାର୍ ଦେସ୍ କୁଳୁପ୍ନାସ୍ ଅୟିଆଚେ। 8ଆରେକ୍, ସିୟନାର୍ ଜିସି ଅଙ୍ଗୁର୍ବାଳାର୍ କୁଳିଆ କାକ୍ଳି ବାଳାର୍ ବାସା, ସଃୟିନ୍ମଃନ୍ ଆର୍ ଦୁୟ୍ବାଟ୍ ବଃନ୍ଦ୍କଃରାଗଃଲା ଗଃଳ୍ ହର୍ ରଃୟ୍ଆଚେ। 9ଇରି ସଃତ୍। ମଃତର୍ ଜେହବା ମାପୁର୍ ସଃରାସଃରି ଉଣା ଲକ୍କେ ବାଚୁକ୍ ଦଃୟି ନଃରିଲେକ୍, ଅଃମିମଃନ୍ ସଦମ୍ ଆର୍ ଗମ୍ରା ହର୍ ହୁର୍ନ୍ବାବେ ବଃସମ୍ ଅୟ୍ଲୁହୁଣି 10ଏ ସଦମାର୍ ସାସନ୍କାରିମଃନ୍, ମାପୁର୍ କୟିଲା ବିଦି ସୁଣା, ଏ ଗମରାର୍ ଲଃକ୍ମଃନ୍, ତୁମିମଃନ୍ ମାପୁରାର୍ ସିକ୍ୟା ଉହ୍ରେ ମଃନ୍ଦିଆ। 11ମାପୁର୍ କୟ୍ଲା, ତୁମିମଃନାର୍ ଇ ହୁଜା ସଃବୁ କାୟିତାକ୍ ମକେ ଲଳା? ମୁୟି ମେଣ୍ଡାମଃନାର୍ ହମ୍ହୁଜାୟ୍ ଆର୍ ଦୁମାପସୁ ମଃନାର୍ ବଃସେ ମଃନ୍ହୁର୍ନ୍ ଅୟିଆଚେ; ଆରେକ୍ ଜୁବାହସୁ କି ମେଣ୍ଡା କି ଚେଳିବକାର୍ ବଃନି ମକେ ଲଳାନାୟ୍। 12ଜଃଡେବଃଳ୍ ତୁମିମଃନ୍ ମର୍ଚଃମେ ଆସ୍ତାବଃଳ୍ ମର୍ କୁଆଳ୍ବିତ୍ରେ ସଃବୁ ଜିନିସ୍କେ ହାଦ୍ତଃଳେ ମାଡୁକ୍, କେଏ ତୁମିକେ ଇରି କଃରୁକ୍ କୟ୍ରିଲା? 13ତୁମିମଃନ୍ ମକେ ଦେଉଁକ୍ ଇ କଃରାପ୍ ଦାନ୍ ଆର୍ ଆଣାନାୟ୍; ତୁମାର୍ ଦୁହ୍ନି ହଡାଉତାର୍ ମୁୟି ଗିଣ୍ କଃରିନ୍ଦ୍; ତୁମାର୍ କଃଉଁଣିଜନ୍ ଆର୍ ବିସାଉଣିବାରାର୍ ଉଦ୍ଜଗିକେ ସଃମ୍ବାଳୁ ନଃହାରୁଲେ ଆର୍ ତୁମିମଃନାର୍ ପବିତ୍ର ବଃଡ୍ କୁଟୁମେ ଜୁଣ୍ ଅଃଦ୍ର୍ମି କଃରିଆଚାସ୍ ମୁୟି ସେରି ସଃମ୍ବାଳୁ ନଃହାଁରୁଲେ। 14ମର୍ ଆତ୍ମା ତୁମିମଃନାର୍ କଃଉଁଣିଜନ୍ ଆର୍ ତୁମାର୍ ହଃର୍ବ୍ ସଃବୁକେ ଗିଣ୍ କଃରିନ୍ଦ୍; ସେସଃବୁ ମଃନେ କଃସ୍ଟ ଦଃୟିଦ୍ ଆର୍ ସେ ସଃବୁ ବଜ୍ ବଃଉଁକ୍ ତାକିଆଚି। 15ତୁମିମଃନ୍ ସଃବୁଆତ୍ ମେଲାକଃରି ମକେ ପାର୍ତନା କଃରାସ୍। ମୁଁୟ୍ ଆକି ଲୁମିନ୍ଦ୍ ତୁମିମଃନ୍ ଗାଦା ପାର୍ତନା କଃରାସ୍, ମଃତର୍ ମୁୟି ସୁଣି ନଃକେରି। କାୟିତାକ୍ ବଃଲେକ୍ ତୁମିମଃନାର୍ ଆତ୍ ବଃନିୟେ ହୁର୍ନ୍। 16ତୁମିମଃନ୍ ନିଜ୍କେ ସଃପାକଃରା, ନିଜ୍କେ ନିର୍ମୁଳ୍ କଃରା; ମର୍ ଆକିୟେ ନିଜାର୍ କଃରାପ୍ ରିତିଟାଣୁ ଦୁରିକେ ରିଆ; କଃରାପ୍କାମ୍ କଃରୁକ୍ ଚାଡା 17ନିକ କାମ୍କଃରୁକ୍ ସିକା; ନ୍ୟାୟ୍ବିଚାର୍ କଃରୁକ୍ ଚେସ୍ଟା କଃରା, ବିନ୍ଲକେ ବାଦାଦେତା ଲକେ ଦଃଣ୍ଡ୍ ଦିଆସ୍। ଟୁରା ହିଲାମଃନ୍କେ ଉହ୍କାର୍ କଃରା, ରାଣ୍ଡିମଃନ୍କେ ଉହ୍କାର୍ କଃରା। 18ମାପୁର୍ କୟିଦ୍, ଆସା ମର୍ସଃଙ୍ଗ୍ କଃତାକଃରା। ତୁମାର୍ ହାହ୍ ସିନ୍ଦୁର୍ ହର୍ ରଃଙ୍ଗ୍ ଅୟିଲେକ୍ ହେଁ ବରପ୍ ହର୍ ଦବ୍ଳା ଅୟିଦ୍ ଆରେକ୍ ତୁମିମଃନାର୍ ହାହ୍ ବଃନି ହର୍ ରଃତା ଅୟିଲେକ୍ ହେଁ ଚିମ୍ଡ଼ିରୁହା ହର୍ ଚିଟ୍ଦବ୍ ଅୟ୍ଦ୍। 19ଜଦି ତୁମିମଃନ୍ ମର୍ ବଃଚନେ ଦିଆନ୍ ଦିଆସ୍ ଆର୍ ମର୍ ଆଦେସ୍ ମାନାସ୍ ତଃବେ ତୁମିମଃନ୍ ଦେସେ ନିକ୍ ହଃଳ୍ କାହାସ୍। 20ଜଦି ତୁମିମଃନ୍ ମର୍ କଃତାକେ ନଃମାନାସ୍ ତଃବେ ତୁମାର୍ ସଃତ୍ରୁ ତୁମିକେ କଃଣ୍ଡାୟ୍ ନାସ୍କଃରେଦ୍। ଇରି ଇସ୍ୱର୍ କୟ୍ଆଚେ।


