ଜିରୁସାଲେମାର୍ ଦୁକ୍ ସେସ୍
17ଏ ଜିରୁସାଲେମ୍ ଉଟ୍ୟା ଅଃଉ ତୁୟ୍ ମାପୁର୍ ଆତେ ହୁଣି ତାର୍ କହାର୍ ସୁର୍ତା କପା ନେୟ୍ ସୁରିଆଚାସ୍, ତୁମି ମାତ୍ତା ବଃଡ୍ ସୁର୍ତା କପାର୍ ସୁରି ସେସ୍ କଃରିଆଚାସ୍। 18ସେ ଜୁୟି ହିଲାମଃନ୍କେ ଜଃଲମ୍ କଃରିଆଚେ, ସେ ସଃବୁ ଲକେ କେଏ କାଡାୟ୍ ନେଉଁକେ କେଏ ନାୟ୍, କି ସେ ଜୁୟି ହିଲାମଃନ୍କେ ହସି ଆଚେ, ସେ ସଃବୁଲକେ ଆତ୍ ଦଃରି ନେଉଁକେ କେଏ ନାୟ୍। 19ଇ ଦୁଇ ବିସୟ୍ ତକେ ଗଃଟି ଆଚେ, ତର୍ହାୟ୍ଁ କେଏ ରଃଦନ୍ କଃରେଦ୍? କିଚି ନାୟ୍ଲାର୍ ଆର୍ ନାସ୍ ଆରେକ୍; ମଃର୍ଡି ଆର୍ କଃଣ୍ଡା, ମୁଁୟ୍ କଃନ୍କଃରି ସୁସ୍ତା ଦଃୟ୍ନ୍ଦ୍? 20ବଃନ୍ ମେଣ୍ଡା ଜାଲେ ଲାଗ୍ଲା ହର୍ ତୁମାର୍ ହୟ୍ଦିମଃନ୍ ଆଡ଼ାଡାଳା ଅୟିଆଚେ, ସେମଃନ୍ ସଃବୁ ବାଟାର୍ ମୁଣ୍ଡେ ଡୁଳି ଆଚ୍ତି ସେମଃନ୍ ମାପୁର୍ କହାର୍ କହ୍ ତୁମାର୍ ଉହ୍ରେ ରିଲାର୍ ଗିନେ ତୁମାର୍ ଇସ୍ୱରାର୍ ଦାର୍ମିକ୍ କେଏ ହୁରୁଣ୍ କଃରିଆଚେ। 21ସେତାକେ ଏ ଦୁକିନି ଆର୍ ଅଙ୍ଗୁର୍ ରଃସ୍ ନଃକାୟ୍ ମାତ୍ଲାର୍ ତୁୟ୍ ଅଃବେ ଇରି ସୁଣ୍। 22ତୁମାର୍ ଇସ୍ୱର୍ ଜୁଗ୍ଜୁଗାର୍ ଇସ୍ୱର୍ ନିଜାର୍ ଲକ୍ମଃନାର୍ ବାଟ୍ ଅଃଉତାର୍ ତୁମାର୍ ଇସ୍ୱର୍ ଇ କଃତା କଃଉଁଲା, ଦଃକା ମୁଁୟ୍ ସୁରିକଃରି ମାତ୍ତା କପା, ବଃଲେକ୍ ମର୍ କହାର୍ ବଃଡ୍ ସୁର୍ତା କପା ତୁମାର୍ ଆତେ ହୁଣି କାଡି ନଃୟ୍ଆଚି ତୁମି ଆର୍ ସେରି କାଉଁ ନାହାରାସ୍। 23ଜୁୟ୍ମଃନ୍ ତୁମିକେ କଃସ୍ଟ ଦେତି, ସେମଃନାର୍ ଆତେ ମୁଁୟ୍ ତାକେ ଦଃୟ୍ନ୍ଦ୍; ସେମଃନ୍ ତର୍ ଜିବନ୍କେ କୟ୍ଆଚ୍ତି, ଲଃହ୍ଟା ଅଃମି ତୁମାର୍ ଉହ୍ରେ ଅୟି ଜଃଉଁନ୍ଦ୍ ଆର୍ ତୁମି ବୁୟ୍ଁ ଆର୍ ବାଟ୍ ହର୍ ଜାତା ଆସ୍ତା ଲକ୍ମଃନାର୍ ହିଟି ହାତିଦଃୟ୍ଆଚାସ୍।


