ମାପୁରାର୍ ବଜି
6ଆରେକ୍, ସଃୟିନ୍ ଅଃଦିକାରି ଇ ହର୍ବାତ୍ ଉହ୍ରେ ତାର୍ ଲକମଃନ୍କାର୍ ଗିନେ ନିକ କାଦିର୍ ଗଟେକ୍ ବଜି ଦଃୟିଦ୍, ସେ ବଜି ଟାଣେ ହଃର୍ନା ଅଃଙ୍ଗୁର୍ ରଃସ୍, ବଃସ୍ ରେତା ନିକ ମାସ୍, ନିର୍ମୁଳ୍ ହଃର୍ନା ଅଙ୍ଗୁର୍ ରଃସାର୍ ଗଟେକ୍ ବଜି ଅୟିଦ୍। 7ଆର୍ ସଃବୁ ଗସ୍ଟିମଃନାର୍ ଉହ୍ରେ ଜୁଣ୍ ଅଡ୍ଣା ହଃଳି ଆଚେ ଆର୍ ସଃବୁ ଦେସାର୍ଲକ୍ ମଃଳ୍ଉହ୍ରେ ଜୁଣ୍ ବଃସ୍ତର୍ ଡାହି ଅୟିଆଚେ, ସେରି ସେ ହର୍ବାତ୍ ଉହ୍ରେ ନାସ୍କଃରେଦ୍। 8ସେ ମଃର୍ନକେ କାଳ୍କାଳ୍ ହଃତେକ୍ ଦୁରି କଃରେଦ୍ ଆର୍ ମାପୁର୍, ସଃବୁଲକାର୍ ଆକିର୍ ଆସୁ ହୁଚିଦଃୟିଦ୍ ଆର୍ ସଃବୁ ହୁର୍ତିବି ହୁଣି ନିଜାର୍ ଲକମଃନ୍କାର୍ ଜୁଣ୍ ଦୁକ୍ ରିଲି ସେରି ଦୁରି କଃରେଦ୍; କାୟିତାକ୍ ବଃଲେକ୍ ଇସ୍ୱର୍ ଇରି କୟ୍ଆଚେ। 9ଆରେକ୍, “ସେ ଦିନ୍ ଲଃକ୍ମଃନ୍ ଇ କଃତା କଃଉତି, ଏ ଅଃମାର୍ ଇସ୍ୱର୍; ଅଃମିମଃନ୍ ତକେ ବୁତେକ୍ ଦିନ୍ଦଃରି ଜାଗିରିଲୁ, ଅଃମିମଃନ୍ କଃଲା କାମାର୍ ହାହ୍କେମା ହାୟ୍ଁ ସଃର୍ଦାଅୟ୍ ଉଲାସ୍ କଃରୁନ୍ଦ୍।”


