ଆସୁଲା ଜଃଜ୍ମାନ୍
17ତୁମାର୍ ଆକି ଆରେକ୍ ରଃଜାକେ ତାର୍ ସୁନ୍ଦୁରେ ଦଃକେଦ୍; ଗଟେକ୍ ଦୁର୍ ଦେସ୍ ଦଃକେଦ୍। 18ତୁମାର୍ ମଃନ୍ ଡିର୍ତା ବିସୟେ ବାବେଦ୍; ସେ ଗଃଣ୍ନାକାରି କେଏ? ସଃୟ୍ନ୍ ଜାଗ୍ତା ମେଳ୍ କେଏ ଦଃକିଆଚେ? 19ତୁମି ସେ ଦୁରାର୍ ଗସ୍ଟି ବଃଲେକ୍ ଜୁୟ୍ମଃନାର୍ ନଃବୁଜ୍ତା ବାସା ତୁମି ଜାଣୁକ୍ ନାହାର୍ଲାସ୍, ଜୁୟ୍ମଃନାର୍ ବିଦେସି ବାସା ତୁମି ବୁଜୁ ନାହାର୍ଲାସ୍, ସେ ଗସ୍ଟିକେ ଆର୍ ଦଃକୁ ନାହାରାସ୍। 20ଅଃମିମଃନାର୍ କୁଟୁମ୍ଟାଣ୍ ପବିତ୍ର ସିୟନ୍ ଗଃଳ୍କେ ଦଃକା; ତୁମାର୍ ଆକି ସୁସ୍ତା ବଃସ୍ତି ଟାଣ୍ ଜିରୁସାଲେମ୍କେ ଦଃକେଦ୍, ସେରି ଅଃଟୁଆ ତୁମ୍ହର୍, ସେତିର୍ କୁଟ୍ମଃନ୍ କଃବେ ଉଟ୍କି ନୟ୍,କି ସେତିର୍ ଡର୍ କଃବେ ଚିଡିନଃଜାୟ୍। 21ମଃତର୍ ସେତି ଇସ୍ୱର୍ ବିରହାଣେ ଅଃମିମଃନାର୍ ହାକ୍ ରଃୟ୍ଦ୍; ସେ ଆସାର୍ ଗାଡ୍ ଆର୍ ଜଃର୍ନିଆ ହାଣିନାଳ୍ ହର୍ ଅୟ୍ଦ୍ ସେଟାଣେ କାୟିହେଁ ହଃଉର୍ତା ଡଙ୍ଗା ଜଃଉଁ ନାହାରେ, କି ବୟ୍ଙ୍କାର୍ ଜାଜ୍ ସେତି ଲଃଙ୍ଗୁ ନାହାରେ। 22କାୟିତାକ୍ବଃଲେକ୍ ଇସ୍ୱର୍ ଅଃମାର୍ ବିଚାର୍ କାରି, ଇସ୍ୱର୍ ଅଃମାର୍ ବିଦି ଦାତା, ଇସ୍ୱର୍ ଅଃମିମଃନାର୍ ରଃଜା, ସେ ଅଃମିମଃନାର୍ ମୁକ୍ତି କଃରେଦ୍। 23ତୁମାର୍ ପାଲ୍ଡର୍ ସଃବୁ ଡିଲା ଅୟିଆଚେ, ସେରି ସଃବୁ ନିଜାର୍ ପାଲ୍ଡର୍ ଆର୍ ପାଲକେ ଅଃସାର୍ କଃରୁନାହାର୍ଲି; ସଃଡେବଃଳ୍ ଚରି ଜିନିସ୍ ବାଗ୍ କଃରାଅୟ୍ଲି; ଚଟା ମାନାୟ୍ ଚରି ଜିନିସ୍ ଦଃର୍ଲା। 24ସିଅନେ ବାସ୍କଃର୍ତା ଲକ୍ ମୁୟ ସୁସ୍ତ୍ନାୟ୍ ବଃଲି ବାସ୍କଃଲା ଲକ୍ କଃଉଁ ନାହାରେ; ସେତି ବାସ୍କଃଲା ଲକ୍ମଃନାର୍ ଦସ୍ କେମା କଃରାଜାୟ୍ଦ୍।


