ଇସ୍ରାଏଲ୍ ଉହ୍ରେ ଇସ୍ୱରାର୍ ଡାକ୍ରା
12ଏ ଜାକୁବ, ଏ ଅଃମାର୍ ଇସ୍ରାଏଲ୍, ମର୍ ବାକ୍ୟୟ୍ମଃନ୍ ଦେସ୍; ମୁଁୟ୍ ସେ ନିଜେ; ମୁଁୟ୍ ହଃକା ଆରୁମ୍, ମୁୟ୍ ହଃକା ସେସ୍। 13ଆରେକ୍ ମର୍ଆତ୍ ହୁର୍ତିବିର୍ ମୁଳ୍ଜିମି ତାହୁନ୍କଃରି ଆଚେ; ଆର୍ ମର୍କାତା ଆତ୍ ଅଃଗାସ୍ମଃଣ୍ଡଳ୍କେ ଅଃସାର୍ କଃରି ଆଚି, ମୁୟ୍ଁ ସେମଃନ୍କେ କୁଦ୍ଲେକ୍, ସେମଃନ୍ ଅଃକାସଃଙ୍ଗ୍ ଟିଆ ଅଃଉତି। 14ତୁମି ସଃବୁ ମିସିକଃରି ସୁଣା; ସେସଃବୁ ଦେବ୍ତା ମଃନ୍କାର୍ ବିତ୍ରେ କେଏ ଇ ସଃବୁ କଃରିଆଚେ? ଇସ୍ୱର୍ ତାକେ ଲାଡ୍କଃରି ଆଚେ; ସେ ବାବିଲ୍ଉହ୍ରେ ତାର୍ ମଃନାର୍ ଇଚା ହୁରୁଣ୍କଃରେଦ୍ ଆର୍ କଲ୍ଦିୟମଃନାର୍ ଉହ୍ରେ ତାର୍ ଆତ୍ ରଃୟ୍ଦ୍। 15ମୁଁୟ୍ ହଃକା ବାକ୍ୟ କୟ୍ଆଚି; ହେଁ ମୁଁୟ୍ ତାକେ କୁଦି ଆଚି; ମୁଁୟ୍ ତାକେ ଆଣି ଆଚି; ଆର୍ ସେ ନିଜାର୍ ବାଟେ ସିଦ୍ ଅୟ୍ଦ୍। 16ତୁମିମଃନ୍ ମର୍ ହାକ୍ ଆସି ଇ କଃତା ସୁଣା; ମୁୟି ହଃର୍ତୁହୁଣି ଲୁକ୍ଣେ ନଃକୟ୍ଁ ସେରି ଅଃଉତା ହଃତେକ୍ ମୁୟି ସେତି ଆଚି; ଆର୍ ଅଃବେ ଇସ୍ୱର୍ ମକେ ଆର୍ ତାର୍ ଆତ୍ମାକେ ହଃଟାୟ୍ଆଚେ।


