ଇଦମ୍‌ ଆରି ଆରବ୍ ବିସଇର୍‌ ବବିସତ୍ କାତା

11ଏଟା ଦୁମା ବିସଇରେ ଗଟେକ୍ କବର୍ । କେ କି ଗଟେକ୍ ଲକ୍ ଆସି ସେଇର୍ ତେଇ ଅନି ଡାକି ମକେ କଇଲାଇନି, ଏ ଜାଗାଇ କେତେ ରାତି ଅଇଲା, କେତେ ରାତି ଅଇଲା ? ଏ ଜାଗାଇ କେତେ ରାତି ଅଇଲା ? 12ଜାଗୁଆଲି କଇଲା, ସାକାଲ୍ ପାଇଲାନି , ମାତର୍ ରାତି ମିସା ଅଇ ଆଇଲାନି; ତମେ ଜେବେ ପାଚାର୍‌ସା, ପାଚାରା; ତମେ ବାଉଡି କରି, ଆସା ।

13ଆରବ୍ ବିଅସଇରେ କବର୍ । ଏ ଦଦାନିଅ ନଅଁରର୍ ଜିବା ଲକ୍‌ମନ୍, ତମେ ଆରବର୍ ବନ୍ ବିତ୍‌ରେ ରାତି ସାରା ଇଣ୍ଡ୍‌ସା । 14ଜନ୍‌ଲକ୍‌କେ ସସ୍ ଅଇତେ ରଇଲା, ତାର୍ ଲଗେ ପାନି ଆନ୍‌ଲାଇ; ତେମା ଦେସର୍ ଲକ୍‌ମନ୍ କାଦି ନେଇକରି ଲୁଚି ପାଲାଇବା ଲକ୍‌ମନର୍ ସଙ୍ଗେ ଜାଇକରି ମିସ୍‌ଲାଇ। 15କାଇକେ ବଇଲେ ଲକ୍‌ମନ୍ କାଣ୍ଡା ତେଇ ଅନି ରକିଆ ପାଇବାକେ, ତିପ୍‌ତିପା କାଣ୍ଡା ତେଇ ଅନି, ଦୁନୁକାଣ୍ଡ୍‌ ତେଇ ଅନି ଆରି, ଜୁଇଦର୍ ସବୁଜାକ ବିପଦେ ଅନି ରକିଆ ପାଇବାକେ ପାଲାଇଲାଇ। 16ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ ମକେ କଇଲା ଆଚେ , ସେ ବରସ୍‌ ଗତି କଟ୍‌ବା ବରସ୍ ସାର୍‌ଲା, ଗଟେକ୍ ବର୍‌ସେ କେଦାର୍ କୁଟୁମର୍ ପବୁ କୁରୁପ୍‌ନାସ୍ ଅଇଜାଇସି । 17ଆରି, କେଦାର୍ ବଁସର୍ ବପୁ ରଇବା ଲକ୍‌ମନର୍ ବିତ୍‌ରେ ଅନି ଉନା ଲକ୍ ଦୁନୁ ଦାରିକରି ରଇବାଇ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଇସ୍‌ରାଏଲ୍ ଦେସର୍ ପର୍‌ମେସର୍ ଏ କାତା କଇଲାନି ।