7ହଃର୍ତୁ ଦୁତ୍‌ ତୁରି ସଃବ୍‌ଦ୍‌ କଃଲା ଦାହ୍ରେ ବଃନି ମିସ୍‌ଲା ଟେଳା ଆର୍‌ ଜୟ୍‌ ଆସି ହୁର୍ତିୟେ ହଃକାୟ୍‌ ଅୟ୍‌ଲି; ସେତାକ୍‌ ହୁର୍ତି ଆର୍‌ ଗଃଚ୍‌ମଃନାର୍‌ ତିନିବାଗ୍ ହୁଣି ଗଟେକ୍‌ ବାଗ୍ ଆରେକ୍‌ ସଃବୁ କଃଚା ହଃତ୍ରିଆ ଡିସ୍ତା ରଃନ୍ ସଃବୁ ହଡିଗଃଲି ।